ଆଜି ମହାଶିବରାତ୍ରି: ଝଲସୁଛି ଶ୍ରୀଲିଙ୍ଗରାଜ ମନ୍ଦିର

ଭକ୍ତଙ୍କ ପାଇଁ ଛାମୁଣ୍ଡିଆ, ଫୁଲରେ ସଜେଇ ହେଲା ସିଂହଦ୍ୱାର ପୁରୁଣା ଭୁବନେଶ୍ୱର : ମଙ୍ଗଳବାର ମହାଶିବରାତ୍ରି। ଏଥିପାଇଁ ଚଳଚଞ୍ଚଳ ହୋଇଉଠିଛି ଏକାମ୍ର କ୍ଷେତ୍ର। ଶ୍ରୀଲିଙ୍ଗରାଜଙ୍କ ଜାଗର ଯାତ୍ରା ପାଇଁ ମନ୍ଦିରରେ ପ୍ରସ୍ତୁତି ସରିଛି। ଫୁଲରେ ସଜେଇ ହୋଇଛି ମନ୍ଦିର। ମନ୍ଦିର ଭିତର ଓ ବାହାରକୁ ଅଧିକ ଆକର୍ଷଣୀୟ କରିବା ପାଇଁ ରଙ୍ଗିନ ଆଲୋକମାଳାରେ ସଜା ଯାଇଛି। ଝଲସୁଛି ଏକାମ୍ରକ୍ଷେତ୍ରର ଏହି ପ୍ରସିଦ୍ଧ ଶୈବପୀଠ। ଏହାଛଡ଼ା ମନ୍ଦିର ନିକଟ ଦେବୀ ପାଦହରା … Continue reading ଆଜି ମହାଶିବରାତ୍ରି: ଝଲସୁଛି ଶ୍ରୀଲିଙ୍ଗରାଜ ମନ୍ଦିର